AI ଓ ChatGPT ରେ ରୋଜଗାର – 54 Prompt + 12 ଆୟ ରାସ୍ତା | ଓଡ଼ିଆ PDF

By Chiranjib Mohanty

Free

ABOUT THE PAGE

₹199 · 63 ପୃଷ୍ଠା PDF · UPI ରେ pay କରି ତୁରନ୍ତ download


କେବଳ mobile ଦରକାର, laptop ନୁହେଁ। Free AI tools ରେ ଘରୁ ରୋଜଗାର ଆରମ୍ଭ କରନ୍ତୁ।


ଭିତରେ କ'ଣ ଅଛି:

✔ 54ଟି copy-paste prompt (ଓଡ଼ିଆ + English)

✔ 12ଟି ଆୟ ରାସ୍ତା – steps, ଆନୁମାନିକ ଦର, ପ୍ରଥମ client

✔ Mobile ରେ free AI tools signup

✔ ପ୍ରଥମ client, UPI payment ଓ scam ରୁ ସୁରକ୍ଷା

✔ 30 ଦିନର action plan


ଏହା କାହା ପାଇଁ: ଛାତ୍ରଛାତ୍ରୀ, ଗୃହିଣୀ, ଦୋକାନୀ ଓ ଚାକିରି ଖୋଜୁଥିବା ଯୁବକଯୁବତୀ।


ନମୁନା prompt:

Prompt 1: ମୋ [ଦୋକାନ ପ୍ରକାର] ପାଇଁ [ପର୍ବ] ଅଫର୍ ବିଷୟରେ 3ଟି ଛୋଟ WhatsApp message ସରଳ ଓଡ଼ିଆରେ ଲେଖ।

(Write 3 short WhatsApp messages in simple Odia for a [festival] offer at my [shop type].)

Prompt 32: [ବିଷୟ] ଉପରେ 60 ସେକେଣ୍ଡର Reel script ଲେଖ: hook, 3 point, call-to-action।

(Write a 60-second Reel script on [topic]: hook, 3 points, CTA.)


ପ୍ରଶ୍ନ ଓ ଉତ୍ତର:

କେବଳ mobile ରେ ହେବ? – ହଁ।

English କମ୍ ଜାଣିଲେ ଚଳିବ? – ହଁ।

Paid ChatGPT ଦରକାର? – ନା, free ରେ ହେବ।

Support: web3youth@gmail.com

ଏହା ତୁରନ୍ତ ଧନୀ ହେବାର ଉପାୟ ନୁହେଁ।

ଆୟର କୌଣସି guarantee ନାହିଁ – ପରିଶ୍ରମ ଓ ଅଭ୍ୟାସ ଦରକାର।


— ଚିରଞ୍ଜୀବ ମହାନ୍ତି, କୁଜଙ୍ଗ, ଓଡ଼ିଶା

ବହିର ନମୁନା ପୃଷ୍ଠା
CONTACT ME FOR ANY ISSUES OR QUERIES
web3youth@gmail.com
Invite your network