AI ମହାଗ୍ରନ୍ଥ – Odia AI Book (221 Pages) | Founder's Edition

By Pramod Kumar Nayak

Free

ABOUT THE PAGE

🤖 AI ମହାଗ୍ରନ୍ଥ — ଓଡ଼ିଆରେ AI ର ସମ୍ପୂର୍ଣ୍ଣ ବହି (Founder's Edition)

AI କ'ଣ, କିପରି କାମ କରେ, କେଉଁ Tool କେଉଁ କାମରେ ଲାଗେ, କେଉଁଟି ମାଗଣା ଓ କେଉଁଟି ପଇସା, ଓ AI ରୁ କିପରି ପଢ଼ା, କାମ ଓ ରୋଜଗାର କରିବେ — ସବୁ ସରଳ ଓଡ଼ିଆରେ। ଲେଖକ: ପ୍ରମୋଦ କୁମାର ନାୟକ (Odia Digital Seva)।

📘 ବହି ଭିତରେ (221 ପୃଷ୍ଠା, ରଙ୍ଗୀନ PDF):

  • 15ଟି ଅଧ୍ୟାୟ — AI ର ଜନ୍ମ ଓ ଇତିହାସ, Model, Token, Training
  • ChatGPT, Gemini, Claude, Meta AI ସହ 50+ AI Tool ର ଗାଇଡ୍
  • ମାଗଣା vs ପଇସା — Subscription ର ପୂରା ହିସାବ
  • Prompt ଲେଖିବାର କଳା + AI ର ଭୁଲ ଧରିବା ଓ ଠକେଇରୁ ବଞ୍ଚିବା
  • AI ସହ ପଢ଼ା, ଦୈନନ୍ଦିନ ଜୀବନ ଓ କାମକୁ 10 ଗୁଣ ଦ୍ରୁତ କରିବା
  • AI ରୁ ବ୍ୟବସାୟ ଓ ରୋଜଗାରର 25 ଉପାୟ
  • ବୋନସ୍: 108 Ready Prompt, AI ଶବ୍ଦକୋଷ A-Z, 30 ଦିନର Plan

👥 କାହା ପାଇଁ: ଛାତ୍ର, ଶିକ୍ଷକ, ଗୃହିଣୀ, ଦୋକାନୀ, ଚାଷୀ, ଚାକିରିଆ, ବୟସ୍କ, CSC VLE — AI ବିଷୟରେ କିଛି ନ ଜାଣିଥିଲେ ବି।

⭐ ସୀମିତ ସଂସ୍କରଣ: Founder's Edition ର କେବଳ 1000 କପି ଏହି ଦାମରେ।

📩 ପେମେଣ୍ଟ ପରେ Download Link ତୁରନ୍ତ ଆପଣଙ୍କ Email ରେ ଆସିବ। ସମସ୍ୟା ହେଲେ WhatsApp 9827911180।

📖 ବହିର କିଛି ନମୁନା ପୃଷ୍ଠା ଦେଖନ୍ତୁ 👇


CONTACT ME FOR ANY ISSUES OR QUERIES
ommsaionline2018@gmail.com
+91 7008111180
Invite your network