ଜମି କିଣିବେ? ବାପା-ଜେଜେଙ୍କ ଜମି ନିଜ ନାମରେ କରିବେ? ଚାଷଜମିରେ ଘର କରିବେ? ଜମି କାଗଜ ନ ବୁଝିଲେ ଠକେଇ, ବିବାଦ ଓ ଅଫିସ୍ ଦୌଡ଼ାଦୌଡ଼ି। ଏହି କିଟ୍ ରେ ଓଡ଼ିଶାର ଜମି କାମ ଓଡ଼ିଆରେ ସହଜ ଭାଷାରେ।
କିଟ୍ ରେ କ'ଣ ମିଳିବ:
- 📘 ଓଡ଼ିଆ ଗାଇଡ୍ (11 ପୃଷ୍ଠା PDF) — ROR / ପର୍ଚ୍ଚା କିପରି ପଢ଼ିବେ (ଖାତା, ପ୍ଲଟ୍, କିସମ, ରକବା, ମନ୍ତବ୍ୟ), Bhulekh ରେ ଜମି ଓ ନକ୍ସା ଦେଖିବା, ଜମି କିଣିବା ପୂର୍ବରୁ 20ଟି ଚେକ୍, Registration ଓ EC, Mutation, ଉତ୍ତରାଧିକାର ଜମି, ଚାଷଜମି → ଘରବାଡ଼ି Conversion (OLR 8A), ଜମି ମାପ ଓ ସୀମା ବିବାଦ।
- 📝 8ଟି Ready ଆବେଦନ (Word) — Mutation, ଉତ୍ତରାଧିକାର Mutation, Mutation ଆପତ୍ତି, ଜମି ମାପ, ROR Certified Copy, ROR ଭୁଲ ସଂଶୋଧନ, Conversion, ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର।
- 📊 Excel — Acre ↔ Decimal ↔ Sq.ft ↔ Hectare Converter, ଜମି କିଣିବା Checklist (Yes/No), ଜମି କିଣିବା ମୋଟ ଖର୍ଚ୍ଚ ହିସାବ।
- 💼 CSC ବୋନସ୍ — ଗ୍ରାହକଙ୍କ ଜମି କାମ କରି ରୋଜଗାର।
✅ ମୋବାଇଲ ଓ କମ୍ପ୍ୟୁଟର ଦୁହିଁରେ
✅ ପେମେଣ୍ଟ ପରେ ତୁରନ୍ତ Download
✅ ସହାୟତା: WhatsApp 9827911180
ଧ୍ୟାନ ଦିଅନ୍ତୁ: ଏହା ସାଧାରଣ ସୂଚନା ଗାଇଡ୍, ଆଇନଗତ ପରାମର୍ଶ ନୁହେଁ। ବଡ଼ କିଣାବିକା ବା ବିବାଦରେ ଆଇନଜୀବୀ / Tahasil ର ପରାମର୍ଶ ନିଅନ୍ତୁ।