Mudra Loan Project Report Kit (Odia) – Excel Report + Bank Format + Guide

By Pramod Kumar Nayak

Free

ABOUT THE PAGE

ଦୋକାନ, ଗାଡ଼ି, Dairy ବା ଛୋଟ କାରଖାନା ପାଇଁ Loan ଦରକାର? ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବିନା Guarantee (Collateral) ରେ ₹20 ଲକ୍ଷ ପର୍ଯ୍ୟନ୍ତ Loan ମିଳେ — Shishu (₹50,000 ପର୍ଯ୍ୟନ୍ତ), Kishore (₹5 ଲକ୍ଷ ପର୍ଯ୍ୟନ୍ତ), Tarun (₹10 ଲକ୍ଷ ପର୍ଯ୍ୟନ୍ତ), Tarun Plus (₹20 ଲକ୍ଷ ପର୍ଯ୍ୟନ୍ତ)। କିନ୍ତୁ ଭଲ Project Report ଓ ସଠିକ୍ କାଗଜ ନ ଥିଲେ Bank ମନା କରେ। ଏହି କିଟ୍ ରେ ସବୁ ଓଡ଼ିଆରେ ready।

କିଟ୍ ରେ କ'ଣ ମିଳିବ:

  • 📊 Project Report Maker (Excel) — 24ଟି ବ୍ୟବସାୟ ready (କିରାଣା, କପଡ଼ା, Mobile Shop, Parlour, CSC, Photo Studio, E-Rickshaw, Pickup, Dairy, Poultry, Bakery, Papad...)। ବ୍ୟବସାୟ ବାଛନ୍ତୁ, ନିଜ ସଂଖ୍ୟା ଲେଖନ୍ତୁ — Mudra ଶ୍ରେଣୀ, Loan, EMI, 5 ବର୍ଷର ଲାଭ, DSCR ନିଜେ ହିସାବ। Print / PDF କରନ୍ତୁ।
  • 📝 Bank Format (Word) — Loan ଆବେଦନ ପତ୍ର, ଘୋଷଣାପତ୍ର, Quotation ମାଗିବା ପତ୍ର, ଦୋକାନମାଲିକ ସମ୍ମତି ପତ୍ର, Loan Status ପଚାରିବା ପତ୍ର।
  • 📘 ଓଡ଼ିଆ ଗାଇଡ୍ (PDF) — କିଏ ପାଇବେ, କାଗଜପତ୍ର, JanSamarth ରେ Online ଆବେଦନ Step-by-step, Bank Interview ର 12ଟି ପ୍ରଶ୍ନ, Reject ହେବାର କାରଣ, PMEGP ନା Mudra — କେଉଁଟି ଭଲ।
  • 💼 CSC ବୋନସ୍ — ଅନ୍ୟଙ୍କ ପାଇଁ Mudra ଫର୍ମ ଓ Report ସେବା ଦେଇ ରୋଜଗାର।

✅ ମୋବାଇଲ (Google Sheets / WPS) ଓ କମ୍ପ୍ୟୁଟର ଦୁହିଁରେ ଚାଲିବ
✅ ପେମେଣ୍ଟ ପରେ ତୁରନ୍ତ Download
✅ ସହାୟତା: WhatsApp 9827911180

ଧ୍ୟାନ ଦିଅନ୍ତୁ: ଏହା ଗାଇଡ୍ ଓ Report ସାଧନ। Loan ମଞ୍ଜୁରୀ Bank ର ନିଷ୍ପତ୍ତି — ଆମେ Loan ର ଗ୍ୟାରେଣ୍ଟି ଦେଉନାହୁଁ। Mudra ରେ Subsidy ନାହିଁ।

CONTACT ME FOR ANY ISSUES OR QUERIES
ommsaionline2018@gmail.com
+91 7008111180
Invite your network