CSC Ready Format Bank – 121 Word Formats (Odia + English)

By Pramod Kumar Nayak

Free

ABOUT THE PAGE

CSC, Xerox ଓ Computer ଦୋକାନ ପାଇଁ — ପ୍ରତିଦିନ ଗ୍ରାହକ ଆସି କୁହନ୍ତି "ଆୟ ପ୍ରମାଣପତ୍ର ଆବେଦନ ଲେଖିଦିଅ", "Affidavit ଟାଇପ୍ କରିଦିଅ", "Bank କୁ ଚିଠି"... ପ୍ରତିଥର ନୂଆ ଟାଇପ୍ କରିବାରେ ସମୟ ନଷ୍ଟ। ଏବେ 121ଟି Ready Word Format — ______ ଜାଗାରେ ନାମ ଲେଖନ୍ତୁ, 1 ମିନିଟ୍ ରେ Print।

9ଟି ବିଭାଗ:

  • 🏛️ ସରକାରୀ ଅଫିସ୍ (20) — Income, Resident, Caste, Mutation, ROR, Legal Heir, Pension, Housing, Ration Card, RTI ଓ First Appeal
  • ⚖️ Affidavit ଓ ଘୋଷଣାପତ୍ର (17) — ଆୟ, ନାମ ପରିବର୍ତ୍ତନ, ଜନ୍ମ ତାରିଖ, Gap Year, One & Same Person, Lost Document...
  • 🏦 Bank ଚିଠି (15) — ଖାତା ବନ୍ଦ, Mobile ବଦଳ, KYC, ATM Block, Nominee, Loan NOC, Wrong UPI ଅଭିଯୋଗ, DBT Seeding
  • 🎓 ସ୍କୁଲ୍ ଓ କଲେଜ୍ (12) · 💼 ଚାକିରି ଓ ଅଫିସ୍ (12)
  • 🚨 ଅଭିଯୋଗ ଓ ପୋଲିସ୍ (8) — ମୋବାଇଲ୍ ହଜିବା, Cyber Fraud, Consumer Complaint
  • 💡 ବିଜୁଳି, ଗ୍ୟାସ୍, ମୋବାଇଲ୍ (10)
  • 📑 ଭଡ଼ା ଚୁକ୍ତି, ଗାଡ଼ି ବିକ୍ରି ରସିଦ, Money Receipt, Quotation, Bill, Partnership Deed (14)
  • 🏡 ପଞ୍ଚାୟତ ଆବେଦନ ଓଡ଼ିଆରେ (13) — Job Card, କାମ ମାଗିବା, ଟ୍ୟୁବୱେଲ୍, ରାସ୍ତା, ଭତ୍ତା

✅ 1ଟି Master Word ଫାଇଲ୍ — ତାଲିକାରେ Click କଲେ ସିଧା Format
✅ 121ଟି ଅଲଗା Word ଫାଇଲ୍ (ବିଭାଗ ଅନୁଯାୟୀ ଫୋଲ୍ଡର)
✅ Print PDF ମଧ୍ୟ · ପ୍ରତି Format ସହ ଓଡ଼ିଆ ଟିପ୍ସ
✅ ସହାୟତା: WhatsApp 9827911180

ଏହା ସାଧାରଣ ନମୁନା Format। Affidavit ନୋଟାରୀ / Magistrate ସାମ୍ନାରେ Stamp Paper ରେ କରନ୍ତୁ; ଅଫିସ୍ ନିଜ ଫର୍ମ ମାଗିଲେ ତାହା ବ୍ୟବହାର କରନ୍ତୁ।

CONTACT ME FOR ANY ISSUES OR QUERIES
ommsaionline2018@gmail.com
+91 7008111180
Invite your network