PMEGP Loan Project Report Kit (Odia) – Excel Report + Bank Format + Guide

By Pramod Kumar Nayak

Free

ABOUT THE PAGE

ନିଜ ବ୍ୟବସାୟ ପାଇଁ PMEGP Loan ନେବାକୁ ଚାହୁଁଛନ୍ତି? ସରକାର 15% ରୁ 35% ପର୍ଯ୍ୟନ୍ତ Subsidy ଦିଅନ୍ତି — କିନ୍ତୁ ଭଲ Project Report ଓ ସଠିକ୍ କାଗଜ ନ ଥିଲେ ଆବେଦନ ଅଟକିଯାଏ। ଏହି କିଟ୍ ରେ ସବୁ ଓଡ଼ିଆରେ ready।

କିଟ୍ ରେ କ'ଣ ମିଳିବ:

  • 📊 Project Report Maker (Excel) — 24ଟି ବ୍ୟବସାୟ ready (Notebook, Agarbatti, Masala, Furniture, Tailoring, Beauty Parlour, Mobile Repair...)। ବ୍ୟବସାୟ ବାଛନ୍ତୁ, ନିଜ ସଂଖ୍ୟା ଲେଖନ୍ତୁ — Project Cost, Subsidy, Bank Loan, EMI, 5 ବର୍ଷର ଲାଭ, DSCR, Break-even ନିଜେ ହିସାବ। Print / PDF କରି Upload କରନ୍ତୁ।
  • 📝 Bank Format (Word) — Loan ଆବେଦନ ପତ୍ର, Affidavit, Quotation ମାଗିବା ପତ୍ର, ଘରମାଲିକ ସମ୍ମତି ପତ୍ର।
  • 📘 ଓଡ଼ିଆ ଗାଇଡ୍ (PDF) — କିଏ ପାଇବେ, Subsidy ସାରଣୀ, ନେଗେଟିଭ୍ ତାଲିକା, କାଗଜପତ୍ର, kviconline ରେ Online ଆବେଦନ Step-by-step, EDP ଟ୍ରେନିଂ, Bank Interview ର 12ଟି ପ୍ରଶ୍ନ, Loan Reject ହେବାର କାରଣ ଓ ସମାଧାନ।
  • 💼 CSC ବୋନସ୍ — ଅନ୍ୟଙ୍କ ପାଇଁ PMEGP ଫର୍ମ ଓ Report ସେବା ଦେଇ ରୋଜଗାର।

✅ ମୋବାଇଲ (Google Sheets / WPS) ଓ କମ୍ପ୍ୟୁଟର ଦୁହିଁରେ ଚାଲିବ
✅ ପେମେଣ୍ଟ ପରେ ତୁରନ୍ତ Download (ZIP)
✅ ସହାୟତା: WhatsApp 9827911180

ଧ୍ୟାନ ଦିଅନ୍ତୁ: ଏହା ଗାଇଡ୍ ଓ Report ସାଧନ। Loan ମଞ୍ଜୁରୀ Bank ଓ ସରକାରୀ ଏଜେନ୍ସିର ନିଷ୍ପତ୍ତି — ଆମେ Loan ର ଗ୍ୟାରେଣ୍ଟି ଦେଉନାହୁଁ। PMEGP ଆବେଦନ ପାଇଁ କୌଣସି ସରକାରୀ ଫି ନାହିଁ।

CONTACT ME FOR ANY ISSUES OR QUERIES
ommsaionline2018@gmail.com
+91 7008111180
Invite your network