ommsaionline2018@gmail.com
+91 7008111180
By Pramod Kumar Nayak
Free
ଦୋକାନର ସବୁ ହିସାବ ଏକ ଜାଗାରେ — ଖାତା କଲମ୍ ନୁହେଁ, ମୋବାଇଲ୍ / କମ୍ପ୍ୟୁଟର 📊
କିଏ କେତେ ଉଧାର ନେଲା? ଏ ମାସରେ ଲାଭ କେତେ? କେଉଁ ମାଲ୍ ସରିବାକୁ ବସିଛି? ଏହି Excel ଖାତା ସବୁ ନିଜେ ହିସାବ କରେ — ଆପଣ କେବଳ ହଳଦିଆ ଘରେ ଲେଖନ୍ତୁ।
📦 ଏଥିରେ କ'ଣ ମିଳିବ:
🏪 କାହା ପାଇଁ: କିରାଣା, ମୋବାଇଲ୍, କପଡ଼ା, ମେଡିକାଲ୍, ହାର୍ଡୱେୟାର୍, CSC — ସବୁ ଛୋଟ ଦୋକାନ
📥 Delivery: Payment ପରେ ସଙ୍ଗେ ସଙ୍ଗେ Excel + PDF Download Link Email ଓ WhatsApp ରେ।
💬 ସହାୟତା: WhatsApp 9827911180 ରେ HISAB ଲେଖନ୍ତୁ
📢 Update: https://whatsapp.com/channel/0029Vb7kJtRJ93wXNGzvsW37
ଏହା ମୋଟାମୋଟି ଦୋକାନ ହିସାବ ପାଇଁ; GST / Tax ଫାଇଲିଂ ପାଇଁ CA ଙ୍କ ପରାମର୍ଶ ନିଅନ୍ତୁ।