ଓଡ଼ିଆ ବିବାହ ବାୟୋଡାଟା କିଟ୍ — 10 Design (Print + Word Edit)
By Pramod Kumar Nayak
Free
By Pramod Kumar Nayak
Free
ବିବାହ ପାଇଁ ସୁନ୍ଦର ଓଡ଼ିଆ ବାୟୋଡାଟା ଖୋଜୁଛନ୍ତି? 💐
ଇଣ୍ଟରନେଟରେ ଅଧିକାଂଶ ବାୟୋଡାଟା ହିନ୍ଦୀ ବା ଇଂରାଜୀରେ। ଏହି କିଟ୍ ସମ୍ପୂର୍ଣ୍ଣ ଓଡ଼ିଆରେ — ଗୋତ୍ର, ରାଶି, ନକ୍ଷତ୍ର, ଗଣ, ମାମୁଁ ଘର ସହ।
✅ ଏଥିରେ କ'ଣ ମିଳିବ:
• 10ଟି ରଙ୍ଗୀନ ବାୟୋଡାଟା ଡିଜାଇନ୍ (A4, Print Ready PDF)
• Editable Word ଫାଇଲ୍ — ମୋବାଇଲରେ Google Docs / WPS ରେ ଟାଇପ୍ କରନ୍ତୁ
• ଓଡ଼ିଆ + English ଦୁଇ ଭାଷାରେ ଲେବଲ୍
• ଫଟୋ ଘର ସହ
• 1ଟି ଭରା ନମୁନା (Sample) — କିପରି ଲେଖିବେ ଦେଖିବା ପାଇଁ
• ବୋନସ୍: CSC / ପ୍ରିଣ୍ଟ ଦୋକାନ ପାଇଁ "ବାୟୋଡାଟା ବନେଇ ରୋଜଗାର" ଗାଇଡ୍
👤 କାହା ପାଇଁ: ବିବାହ ପାଇଁ ବାୟୋଡାଟା ଦରକାର ଥିବା ପରିବାର, CSC ସେଣ୍ଟର, ପ୍ରିଣ୍ଟ / ଜେରକ୍ସ ଦୋକାନ।
📥 Delivery: ପେମେଣ୍ଟ ପରେ ତୁରନ୍ତ PDF + Word ଫାଇଲ୍ Download (Email ରେ ମଧ୍ୟ ଆସିବ)।
🔁 ଫାଇଲ୍ ନଖୋଲିଲେ ବା ଅସୁବିଧା ହେଲେ 7 ଦିନ ମଧ୍ୟରେ WhatsApp କରନ୍ତୁ — ସମାଧାନ ବା ପୂରା ପଇସା ଫେରସ୍ତ।
💬 ପ୍ରଶ୍ନ ଅଛି? WhatsApp 9827911180 (BIODATA ଲେଖନ୍ତୁ)
📢 ନୂଆ ଡିଜାଇନ୍ ପାଇଁ ଆମ WhatsApp Channel: https://whatsapp.com/channel/0029Vb7kJtRJ93wXNGzvsW37