ମୋବାଇଲରେ ପୋଷ୍ଟର ବନେଇବା ଶିଖ, ଆଉ ରୋଜଗାର କର — AI Poster Design

By Pramod Kumar Nayak

Free

ABOUT THE PAGE

ପଢ଼ା ସରିଲା, କିନ୍ତୁ ରୋଜଗାର ଆରମ୍ଭ ହେଉନି? 🤔

ପ୍ରତ୍ୟେକ ଦୋକାନ, କୋଚିଂ, ଜିମ୍ ଓ ପାର୍ଲରକୁ ପ୍ରତି ପର୍ବ ଓ ଅଫରରେ ପୋଷ୍ଟର ଦରକାର। ଅଧିକାଂଶଙ୍କ ପାଖରେ ଡିଜାଇନର ନାହାନ୍ତି। ଏହି କିଟ୍ ଆପଣଙ୍କୁ ଶିଖାଏ — କେବଳ ମୋବାଇଲ, ଫ୍ରି Canva ଓ ଫ୍ରି AI ଦେଇ ପୋଷ୍ଟର ବନେଇବା ଓ ପ୍ରଥମ ଗ୍ରାହକ ପାଇବା।

✅ ଏଥିରେ କ'ଣ ମିଳିବ (17 ପୃଷ୍ଠାର PDF):

• 30 ଦିନର ଦିନ-ପରେ-ଦିନ ପ୍ଲାନ

• 50ଟି ରେଡି AI Prompt — ପୋଷ୍ଟର ଲେଖା, AI ଛବି ଓ ଗ୍ରାହକ ପାଇଁ

• ଭଲ ପୋଷ୍ଟରର 7 ନିୟମ + ଚେକଲିଷ୍ଟ

• ଓଡ଼ିଶାର 12 ମାସର ପର୍ବ କ୍ୟାଲେଣ୍ଡର

• 20ଟି ଗ୍ରାହକ ଲିଷ୍ଟ

• 5ଟି କପି-ପେଷ୍ଟ WhatsApp ମେସେଜ୍

• ରେଟ୍ କାର୍ଡ ଓ ପୋର୍ଟଫୋଲିଓ ଗାଇଡ୍

• WhatsApp ସହାୟତା ଓ ନୂଆ Prompt ଅପଡେଟ୍

👤 କାହା ପାଇଁ: ଛାତ୍ରଛାତ୍ରୀ, ଚାକିରି ଖୋଜୁଥିବା ଯୁବକ, ଘରେ ରହୁଥିବା ମହିଳା ଓ ଯିଏ ମୋବାଇଲରୁ ରୋଜଗାର ଆରମ୍ଭ କରିବାକୁ ଚାହାନ୍ତି।

📱 କ'ଣ ଦରକାର: Android ମୋବାଇଲ + ଦିନକୁ 1-2 ଘଣ୍ଟା। ₹0 ଇନଭେଷ୍ଟମେଣ୍ଟ। ଲାପଟପ୍ ବା Canva Pro ଦରକାର ନାହିଁ।

🔁 7 ଦିନ ମଧ୍ୟରେ ପସନ୍ଦ ନହେଲେ WhatsApp 9827911180 ରେ ଜଣାନ୍ତୁ — ପୂରା ପଇସା ଫେରସ୍ତ।

💬 ପ୍ରଶ୍ନ ଅଛି? WhatsApp ରେ ପଚାରନ୍ତୁ: https://wa.me/919827911180?text=KIT

⚠️ ସତ କଥା: ଏହି କିଟ୍ ସ୍କିଲ୍ ଓ ରାସ୍ତା ଦେଖାଏ। ରୋଜଗାର ଆପଣଙ୍କ ଅଭ୍ୟାସ ଉପରେ ନିର୍ଭର କରେ — କୌଣସି ରୋଜଗାରର ଗ୍ୟାରେଣ୍ଟି ନାହିଁ।

📩 ପେମେଣ୍ଟ ପରେ ତୁରନ୍ତ PDF ମିଳିବ, ଆଉ ଆପଣ ସିଧା ଆମ WhatsApp କୁ ଆସିବେ।

CONTACT ME FOR ANY ISSUES OR QUERIES
ommsaionline2018@gmail.com
+91 7008111180
Invite your network