Google Flow AI Video Masterclass – A to Z

ଏହି Masterclass ରେ Google Flow ବ୍ୟବହାର କରି AI ଦ୍ୱାରା Professional Video କିପରି ତିଆରି କରିବେ, ତାହା A to Z ଶିଖାଯିବ। Beginner ଠାରୁ Advanced level ପର୍ଯ୍ୟନ୍ତ Video Creation ର practical knowledge ଏହି Course ରେ ପାଇବେ। ଏହି Course ରେ ଆପଣ ଶିଖିବେ: ଏହି Course ଶେଷ କରିବା ପରେ ଆପଣ ନିଜେ ବିଭିନ୍ନ ପ୍ରକାରର AI Video ତିଆରି କରିପାରିବେ — Cinematic, Realistic, Cartoon, UGC, Miniature, Promotional, Avatar ଏବଂ ଅନ୍ୟାନ୍ୟ Creative Video। ଯଦି ଆପଣ AI Video Creation ଶିଖି ନିଜ Content, Business, Marketing କିମ୍ବା Social Media ପାଇଁ Professional Video ବନାଇବାକୁ ଚାହୁଁଛନ୍ତି, ଏହି Masterclass ଆପଣଙ୍କ ପାଇଁ। • Google Flow କିପରି ବ୍ୟବହାର କରିବେ • AI Video Creation ର Fundamentals • Cinematic AI Video କିପରି ତିଆରି କରିବେ • Realistic AI Video Creation • Cartoon & Animated Video Creation • UGC Style AI Video କିପରି ବନାଇବେ • Miniature Video Creation • Product Promotional Video • Business & Advertisement Video • AI Character ଏବଂ Avatar Creation • AI ଦ୍ୱାରା Story-based Video Creation • Different Camera Angles & Camera Movements • Character Consistency କିପରି ରଖିବେ • Image ଠାରୁ Professional Video Creation • Text/Idea କୁ Video ରେ Convert କରିବା • Creative Prompt କିପରି ଲେଖିବେ • Professional AI Video ପାଇଁ Prompt Techniques • Social Media ପାଇଁ Reels & Short Videos • YouTube ପାଇଁ AI Videos • Marketing ଏବଂ Business ପାଇଁ AI Video • AI Video କୁ ଅଧିକ Professional ଏବଂ Engaging କିପରି କରିବେ

  • Google Flow AI Video Masterclass