Website Making Master Class – A TO Z DOMAIN - HOSTING - LIVE
🌐 Website Making Master Class – A to Z ଆପଣ ନିଜେ ଏକ Professional Website ତିଆରି କରିବା ଶିଖିବାକୁ ଚାହୁଁଛନ୍ତି କି? ଏହି Website Making Master Class ରେ Website Making ବିଷୟରେ ଶୂନ୍ୟରୁ Advanced ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଏହି Course ରେ ଆପଣ ଜାଣିବେ Website କେତେ ପ୍ରକାରର ହୋଇଥାଏ, କେଉଁ Website କାହା ପାଇଁ ଆବଶ୍ୟକ ଏବଂ ନିଜ Business, Service କିମ୍ବା Personal Brand ପାଇଁ Website କିପରି ତିଆରି କରିବେ। 📚 Course ରେ କଣ କଣ ଶିଖିବେ? 🎯 ଏହି Course ର ଲକ୍ଷ୍ୟ Website Making ପାଇଁ ଅନ୍ୟ କାହା ଉପରେ ନିର୍ଭର ନହୋଇ ନିଜେ Professional Website ତିଆରି କରିବାର Confidence ଏବଂ Practical Knowledge ଦେବା। ଏହି Course ସମ୍ପୂର୍ଣ୍ଣ Beginner Friendly ଏବଂ Website Making ଶିଖିବାକୁ ଇଚ୍ଛୁକ ସମସ୍ତଙ୍କ ପାଇଁ ଉପଯୋଗୀ। • Website କଣ ଏବଂ କିପରି କାମ କରେ • Website ର ବିଭିନ୍ନ ପ୍ରକାର • E-commerce Website • Single Page Website • Portfolio Website • Business Website • Landing Page • 3D Website • Domain କଣ ଏବଂ କିପରି କିଣିବେ • Hosting କଣ ଏବଂ କିପରି କାମ କରେ • Domain କୁ Hosting ସହିତ Connect କରିବା • Professional Landing Page ତିଆରି କରିବା • Website Design ଏବଂ Layout • Website ପାଇଁ ଆବଶ୍ୟକ Content ତିଆରି କରିବା • Website କୁ Professional Look ଦେବା • Business ପାଇଁ Website ତିଆରି କରିବା • Online Store / E-commerce Website ତିଆରି କରିବା • Website Publish କରିବା • Domain Connect କରି Website Live କରିବା • Website Making ର Complete A to Z Process
- Website Master Class A to Z