Canva Master Class A to Z – Odiaରେ ପ୍ରଫେସନାଲ୍ ଡିଜାଇନ୍ ଶିଖନ୍ତୁ

Canvaକୁ ଶୂନ୍ୟରୁ ଶିଖନ୍ତୁ ଏବଂ ନିଜେ Professional Design ତିଆରି କରିବା ଶିଖନ୍ତୁ। ଏହି Master Class ରେ ଆପଣ Canvaର Basic ଠାରୁ Advanced ପର୍ଯ୍ୟନ୍ତ step-by-step ଓଡ଼ିଆରେ ଶିଖିବେ। କୌଣସି Design experience ନଥିଲେ ମଧ୍ୟ ଆପଣ ଏହି course କରିପାରିବେ। ଏହି Courseରେ ଆପଣ ଶିଖିବେ: 📸 Practical Design Projects ଏହି Courseରେ କେବଳ Tools ଶିଖାଯିବ ନାହିଁ, Real-World Design ମଧ୍ୟ step-by-step ତିଆରି କରାଯିବ: 🚀 Course କରିବା ପରେ ଆପଣ: 🎯 ଏହି Course କାହା ପାଇଁ? Beginner, Student, Business Owner, CSC/VLE, Digital Service Provider, Freelancer, YouTuber, Social Media Creator ଏବଂ ଯେଉଁମାନେ Design ଶିଖିବାକୁ ଚାହୁଁଛନ୍ତି — ସମସ୍ତଙ୍କ ପାଇଁ ଏହି Course ଉପଯୋଗୀ। No Previous Design Experience Required. Just Learn → Practice → Create → Earn. • ନିଜ ପାଇଁ Professional Design ତିଆରି କରିପାରିବେ • Business ପାଇଁ Social Media Post ତିଆରି କରିପାରିବେ • YouTube Thumbnail ନିଜେ Design କରିପାରିବେ • Birthday, Wedding ଏବଂ Invitation Design କରିପାରିବେ • Visiting Card, Menu, Certificate ଆଦି Design କରିପାରିବେ • Existing Templateକୁ ନିଜ ଆବଶ୍ୟକତା ଅନୁସାରେ Modify କରିପାରିବେ • Client ପାଇଁ Design କରି Canvaରୁ Earning କରିବାର Skill develop କରିପାରିବେ। 🎂 Birthday Design 💍 Wedding Design 🖼️ Photo Collage 📺 YouTube Thumbnail 💳 Visiting Card 📱 Social Media Post 🍔 Food Menu Design 📄 Document / Certificate Design 📐 Different Sizeର Design Arrange & Resize 💌 Wedding Invitation Design 🎬 Wedding Invitation Video 📸 Professional Photo Editing • Canva Account ଓ Canva Interfaceକୁ ଭଲ ଭାବରେ ବୁଝିବା • Canvaର ସମସ୍ତ Important Tools କିପରି ବ୍ୟବହାର କରିବେ • Template Search କରିବା ଏବଂ Templat

  • Module 1: Introduction