CSC BUSINESS MASTER CLASS ଆପଣଙ୍କ CSC Center କୁ Competition ଠାରୁ ଆଗରେ ରଖନ୍ତୁ
CSC Center କେବଳ Form Fill-up କରିବାର ଜାଗା ନୁହେଁ, ଏହାକୁ ଏକ Professional ଓ Trusted Business ଭାବରେ କିପରି Grow କରିବେ — ଏହି Master Class ରେ ତାହା ଶିଖନ୍ତୁ। ଏହି Master Class ରେ ଆପଣ ଶିଖିବେ: 4. CSC Center ପାଇଁ Important Rules କେନ୍ଦ୍ରରେ ସବୁବେଳେ ମନେ ରଖନ୍ତୁ: ଲକ୍ଷ୍ୟ ଗୋଟିଏ — କେବଳ CSC Operator ନୁହେଁ, ଜଣେ Professional CSC Business Owner ହେବା। ❌ ଧାରରେ କାମ ନୁହେଁ ✅ Form Fill-up ପୂର୍ବରୁ ସମସ୍ତ Document Check କରନ୍ତୁ ✅ ପ୍ରତ୍ୟେକ Transaction ର Record ରଖନ୍ତୁ ✅ Daily Sales Register Maintain କରନ୍ତୁ ✅ Customer Data Secure ଭାବରେ Maintain କରନ୍ତୁ ✅ ପ୍ରତ୍ୟେକ Customer ସହିତ ଭଲ Behaviour ରଖନ୍ତୁ ✅ Pending Work ର Follow-up କରନ୍ତୁ ✅ ପ୍ରତ୍ୟେକ New Update ବିଷୟରେ ନିଜେ ପ୍ରଥମେ ଜାଣନ୍ତୁ ✅ WhatsApp & Social Media ରେ Regular Update/Post କରନ୍ତୁ ✅ Customer କୁ ଏମିତି Service ଦିଅନ୍ତୁ ଯେ ସେ ପୁଣି ଆପଣଙ୍କ Center କୁ ଆସନ୍ତୁ • ନିଜ CSC Center କୁ Competition ଠାରୁ କିପରି ଆଗକୁ ନେବେ • CSC Center ପାଇଁ Professional Branding & Visibility କିପରି ବଢ଼ାଇବେ • Customer ସହିତ ଭଲ Service Behaviour କିପରି ରଖିବେ • Customer ମାନଙ୍କର Follow-up କିପରି କରିବେ • WhatsApp Group ଓ Social Media ମାଧ୍ୟମରେ Customer Community କିପରି ତିଆରି କରିବେ • Regular Social Media Post ମାଧ୍ୟମରେ ନିଜ Center କୁ Customer ଙ୍କ ମନରେ କିପରି ରଖିବେ • New Government Schemes, Services ଓ Updates ବିଷୟରେ Customer ଙ୍କୁ ସମୟରେ କିପରି ଜଣାଇବେ • Customer Data କିପରି Maintain କରିବେ ଓ ପୁଣି ପୁଣି Customer କୁ ଆଣିବେ • Daily Sales Register କିପରି Maintain କରିବେ • CSC Center ର ପ୍ରତ୍ୟେକ Important Form ଓ Service ବିଷୟରେ Knowledge କିପରି Develop କରିବେ • Form Fill-up ପୂର୍ବରୁ ସମସ୍ତ Document ଓ Information କିପରି Check କରିବେ • Cus
- CSC BUSINESS MASTER CLASS