AI Master Class – AI କୁ ଶିଖନ୍ତୁ, ବ୍ୟବହାର କରନ୍ତୁ ଓ ନିଜ କାମକୁ Smart କରନ୍ତୁ

🚀 AI Master Class – ଶୂନ୍ୟରୁ Advanced AI ପର୍ଯ୍ୟନ୍ତ ଆଜିର ସମୟରେ Artificial Intelligence କେବଳ ChatGPT ପର୍ଯ୍ୟନ୍ତ ସୀମିତ ନୁହେଁ। AI ଆମର Business, Job, Education, Content Creation, Marketing, Research ଏବଂ Daily Life କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଉଛି। ଏହି AI Master Class ରେ ଆପଣ AI କୁ କେବଳ ଚଲାଇବା ନୁହେଁ, ବରଂ AI କିପରି କାମ କରେ, କେଉଁ AI Model କେଉଁ କାମ ପାଇଁ ଭଲ ଏବଂ AI କୁ practical ଭାବରେ ନିଜ କାମରେ କିପରି ବ୍ୟବହାର କରିବେ ତାହା ଶିଖିବେ। ଏହି Course ରେ ଆପଣ ଶିଖିବେ: 🎯 ଏହି Course କାହା ପାଇଁ? ଏହି Course ଖାସ୍ କରି: 💡 Course ପରେ ଆପଣ କ'ଣ କରିପାରିବେ? AI କୁ କେବଳ Chat କରିବା ପାଇଁ ନୁହେଁ, ନିଜର Business, Content Creation, Marketing, Research, Planning, Productivity ଏବଂ Daily Work ରେ practical ଭାବରେ ବ୍ୟବହାର କରିପାରିବେ। AI କୁ ଭୟ କରନ୍ତୁ ନାହିଁ — AI କୁ ନିଜର Smart Assistant କରନ୍ତୁ। 🚀 • Business Owner • Student • Freelancer • Content Creator • YouTuber • Digital Marketer • CSC / Digital Seva Operator • Teacher • Employee • Entrepreneur • ଏବଂ AI ବିଷୟରେ ଶୂନ୍ୟରୁ ଶିଖିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ। • AI ର Fundamental କ'ଣ ଏବଂ AI କିପରି କାମ କରେ • AI Model କ'ଣ ଏବଂ ଭିନ୍ନ ଭିନ୍ନ AI Model ମଧ୍ୟରେ କ'ଣ difference ଅଛି • ChatGPT, Gemini, Claude, Perplexity, Meta AI, Google AI ଏବଂ ଅନ୍ୟାନ୍ୟ AI Tools ବିଷୟରେ • କେଉଁ AI Model କେଉଁ କାମ ପାଇଁ Best • Free ଏବଂ Paid AI Tools ମଧ୍ୟରେ difference • AI Tools ର Pricing, Usage ଏବଂ Costing କିପରି ବୁଝିବେ • AI ରେ Best Result ପାଇଁ Prompt କିପରି ଲେଖିବେ • AI କୁ ନିଜ Business ରେ କିପରି ବ୍ୟବହାର କରିବେ • Business ପାଇଁ Content, Advertisement ଏବଂ Marketing Ideas କିପରି ବନାଇବେ • Google Gemini କୁ practical ଭାବରେ କିପରି ବ୍ୟବହାର କରିବ

  • Module 1: Introduction